Jump to content

କତି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତି କରିବା
ଉଚ୍ଚାରଣ: Kati karibā

ଦେ. କ୍ରି. (ସଂ. କର୍ତ୍ତନ) —

ହିଡ଼ କତି କରିବା; ଦାଆ ବା କୋଡ଼ିଦ୍ବାରା ହିଡ଼ପାଖରୁ ମାଟି ଚାଞ୍ଚିବା ବା କାଟିବା —To cut slices of earth from the sides of a ridge.