Jump to content

କତି ହାଣିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତି ହାଣିବା
ଉଚ୍ଚାରଣ: Kati hāṇibā

ସଂ. କ୍ରି —

କତି କାଟିବା; ବହକି ପଡ଼ିଥିବା ମାଟି ଓ ଘାସକୁ କାଟି ବିଲର ହିଡ଼ ପରିଷ୍କାର କରିବା — To cut the overgrowing grass and earth from the border of a ridge of a paddy-field.