କତୀରା
ଦେଖଣା
କତୀରା —
ଉଚ୍ଚାରଣ: Katīrā
ବୈଦେ. ବି —
ଏକ ପ୍ରକାର ବନ୍ୟ ଗଛର ଅଠା —A kind of gum used as medicine for gonerhœa.
[ ଦ୍ର—ଏହି ଶୁଖିଲା ଅଠାକୁ ପୋଟଳିବଣିଆମାନେ ବିକନ୍ତି ଏହା ମେହରୋଗରେ ଔଷଧରୂପେ ବ୍ୟବହୃତ ହୁଏ]