କତୁରା ବାଳ
ଦେଖଣା
କତୁରା ବାଳ —
ଉଚ୍ଚାରଣ: Katurā bāḻa
ছাঁটাচুল
कतारा हुआ बाल
ଦେ. ବି. —
୧: କତୁରୀଦ୍ବାରା କଟା ହୋଇଥିବା ମସ୍ତକସ୍ଥ କୋଶ —୧. Hair on the head after cropping.
୨: କତୁରୀଦ୍ବାରା ମୁଣ୍ଡରୁ କଟା ହୋଇ ତଳେ ଜମା ହୋଇଥିବା କୋଶରାଶି —୨. Hair severed from the head by cropping.