କତ୍ତୋୟ
ଦେଖଣା
(କତ୍ତୋଯରୁ ଲେଉଟି ଆସିଛି)
କତ୍ତୋୟ —
ଉଚ୍ଚାରଣ: Kattoya
ସଂ. ବି. (କୁ+ତୋୟ=ଜଳ; କୁ ସ୍ଥାନରେ କତ୍ ଆଦେଶ; ମନ୍ଦ ଜଳୀୟ ପଦାର୍ଥ) —
ମଦ୍ୟ —Wine.
କତ୍ତୋୟ —
ଉଚ୍ଚାରଣ: Kattoya
ସଂ. ବି. (କୁ+ତୋୟ=ଜଳ; କୁ ସ୍ଥାନରେ କତ୍ ଆଦେଶ; ମନ୍ଦ ଜଳୀୟ ପଦାର୍ଥ) —
ମଦ୍ୟ —Wine.