କଥଂ
ଦେଖଣା
କଥଂ —
ଉଚ୍ଚାରଣ: Kathaṁ
ସଂ. ଅ. (କିମ୍+ପ୍ରକାରାର୍ଥେ. ଥଂ) —
୧: କି ପ୍ରକାରେ —୧. How.
୨: କିଆଁ; କାହିଁକି —୨. Why.
[ ଦ୍ର—ଏ ଶବ୍ଦ ସଂସ୍କୃତରେ ପ୍ରଶ୍ନ, ନିନ୍ଦା, ସଂଭ୍ରମ, ସମ୍ଭାବନା, ଘ଼ୃଣା, ଆହ୍ଲାଦ ଓ ୟତ୍ରସୂଚକ ସ୍ଥଳରେ ପ୍ରୟୋଗ କରାଯାଏ]