କଥଂକଥା
ଦେଖଣା
କଥଂକଥା —
ଉଚ୍ଚାରଣ: Kathaṁkathā
কঘারকখা
ଦେ. ବି. (ସଂ. କଥ ଧାତୁ) —
୧: କେବଳ କଥା (କାର୍ଯ୍ୟ ନୁହେ) — ୧. Mere talk; verbosity.
୨: କଥୋପକଥନ; ଅନ୍ୟୋଽନ୍ୟରେ କଥାବାର୍ତ୍ତା — ୨. Mutual talking; conversation.
୩: ବୃଥା ଗପ —୩. Useless talk.
কঘায়কঘায়
ଦେ. କ୍ରି. ବିଣ. —
୧: କଥାବାର୍ତ୍ତା ହେଉ ହେଉ — ୧. While talking or engaged in talk.
୨: କଥାପ୍ରସଙ୍ଗରେ —୨. In the course of conversation.