କଥକ
ଦେଖଣା
କଥକ —
ଉଚ୍ଚାରଣ: Kathaka
ସଂ. ବି. ପୁଂ. (କଥ୍ ଧାତୁ=କହିବା+ର୍ତ୍ତୃ. ଅକ) —
୧: ବକ୍ତା —୧. Speaker; narrator.
୨: କଥୋପଜୀବୀ; ଯେ ସାଧାରଣଙ୍କ ଆଗରେ ପୁରାଣକଥା ବ୍ୟାଖ୍ୟା କରନ୍ତି — ୨. One who narṛates or recites mythological stories in public as a profession; rhapsodist.
୩: ନାଟକବର୍ଣ୍ଣନକର୍ତ୍ତା —୩. A reader of dramas.