ଶବ୍ଦାର୍ଥ:
କଥଞ୍ଚନ — ଉଚ୍ଚାରଣ: Kathan̄chana
ସଂ. ଅ. (କଥଂ+ଅନିଶ୍ଚୟ ଅର୍ଥରେ. ଚିନ) —
କଥଞ୍ଚିତ୍ (ଦେଖ) —Kathan̄chit (See).