କଥଞ୍ଚିତ୍
ଦେଖଣା
କଥଞ୍ଚିତ୍ —
ଉଚ୍ଚାରଣ: Kathan̄chit
ସଂ. ଅ. (କଥଂ+ଅନିଶ୍ଚୟ ଅର୍ଥରେ. ଚିତ୍) —
୧: କି ପ୍ରକାରେ; କି ଉପାୟରେ — ୧. How; by what means.
୨: ଯେ କୌଣସି ଉପାୟରେ; ଯେନକେନ ପ୍ରକାରେ — ୨. Any how; some how.
୩: ଅତି କଷ୍ଟରେ —୩. With much difficulty.
୪: ଅତି ସାମାନ୍ୟ ପ୍ରକାରେ — ୪. Very slightly.