କଥନୀୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥନୀୟ
ଉଚ୍ଚାରଣ: Kathanīya

ସଂ. ବିଣ. (କଥ୍ ଧାତୁ+କର୍ମ. ଅନୀୟ) —

୧: ଉଲ୍ଲେଖୟୋଗ୍ୟ; କହିବାର ୟୋଗ୍ୟ — ୧. Fit to be said or mentioned.

୨: ବକ୍ତବ୍ୟ —୨. To be told or declared.

୩: ବର୍ଣ୍ଣୀୟ —୩. Describable.