Jump to content

କଥାଏ କଥାଏ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାଏ କଥାଏ
ଉଚ୍ଚାରଣ: Kathāe kathāe
কথায় কথায় बात् बात् मेँ

ଦେ. କ୍ରି. ବିଣ. —

୧: ପ୍ରତି କଥାରେ — ୧. In every word.

୨: ପ୍ରତି ବିଷୟରେ — ୨. In every matter.