Jump to content

କଥାକୁହାଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାକୁହାଳିଆ
ଉଚ୍ଚାରଣ: Kathākuhāḻiā

ଦେ. ବିଣ. —

୧: ଯେ କଥା କହି ପାରେ — ୧. One who can talk.

୨: ଯେ କାହାଣୀ ବା ଗଳ୍ପ କହେ —୨. One who narrates stories or folk-talkes.

୩: ଗପଡ଼ି; ଯେ ଏଣୁ ତେଣୁ ଗୁଡ଼ାଏ କହେ ବା ବକେ — ୩. One who talks too much.

୪: ବାଚାଳ; ବକୁଆ; ବାବଦୁକ —୪. Talkative.