କଥାକୁ କହିବା
ଦେଖଣା
କଥାକୁ କହିବା —
ଉଚ୍ଚାରଣ: Kathāku kahibā
ଦେ. କ୍ରି. —
କୌଣସି ଉଦ୍ଦେଶ୍ୟ ନ ରଖି କେବଳ ବାଗ୍ବ୍ୟୟ କରିବା —To speak something only for speaking.
କଥାକୁ କହିବା —
ଉଚ୍ଚାରଣ: Kathāku kahibā
ଦେ. କ୍ରି. —
କୌଣସି ଉଦ୍ଦେଶ୍ୟ ନ ରଖି କେବଳ ବାଗ୍ବ୍ୟୟ କରିବା —To speak something only for speaking.