Jump to content

କଥାକୁ ହସିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାକୁ ହସିବା
ଉଚ୍ଚାରଣ: Kathāku hasibā

ଦେ. କ୍ରୀ. —

(ଅନ୍ୟର) କହିବା ବିଷୟକୁ ଉପହାସ କରିବା — To mock at one's word.

ମୋ କଥାକୁ ହସି ତ ଦେଲା ସୁୟୋଧକ—କୃଷ୍ଣ୍ନସିଂହ. ମହାଭାରତ. ଉଦୋଗ