କଥାବାଜି
ଦେଖଣା
କଥାବାଜି —
ଉଚ୍ଚାରଣ: Kathābāji
কথাবাজী
बकबाजी
ଦେ. ବି —
କଥା କହିବାର ପଟୁତା (ମାତ୍ର କାର୍ୟ୍ୟରେ ନୁହେ); ବାଚାଳତା; ବକବାଜୀ; ମୁହଁବାଲିଙ୍ଗ — Talkativeness; bragging.
ଭୁଲିୟା ଭୁଲିୟା କଥାବାଜି ଖେଳ କୁଜିଦିଅ କଥା ଭଣ୍ଡାର ଭିକାରି—ଗୀତ ଲହରୀ