କଥାବାର୍ତ୍ତା
ଦେଖଣା
କଥାବାର୍ତ୍ତା —
ଉଚ୍ଚାରଣ: Kathābārttā
কথাবার্ত্তা
वातचित
ଦେ. ବି. (ସଂ. କଥା+ବାର୍ତ୍ତା; ସହଚର) —
୧: କଥୋପକଥନ —୧. Conversation; talking to one another.
୨: ସମ୍ବାଷଣ; ବାକ୍ୟାଳାପ —୨. Speaking terms.
୩: ପରସ୍ପର ମନ୍ତ୍ରଣା —୩. Consulation.
ସଂ. ବି —
ଅନେକ ପ୍ରକାରର କଥୋପକଥନ (ହି. ଶବ୍ଦସାଗର) — Much talk.