Jump to content

କଥାଭାଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାଭାଷା
ଉଚ୍ଚାରଣ: Kathābhāshā

ଦେ. ବି. (ସଂ. କଥ ଧାତୁ+ଭାଷ ଧାତୁ) —

କଥାବାର୍ତ୍ତା (ଦେଖ) Kathābārttā (See)

ରାତି ଅଧଯାଏ ଦୁଇ ସାହୁଙ୍କ ମଧ୍ୟରେ କଥାଭାଷା ଚଳିଲା ଫକୀରମୋହନ. ଗଳ୍ପସଳ୍ପ