କଥାମୁଖ
ଦେଖଣା
କଥାମୁଖ —
ଉଚ୍ଚାରଣ: Kathāmukha
ସଂ. ବି. (୬: ଷ୍ଠୀ ତତ୍; କଥା+ମୁଖ) —
୧: କଥାରମ୍ଭ — ୧. The beginning of a tale.
୨: ଗ୍ରନ୍ଥର ଅବତରଣିକା; ମୁଖବନ୍ଧ — ୨. Introduction to a book.
୩: ନାଟକର ପ୍ରସ୍ତାବନା —୩. Prologue.
କଥାମୁଖ —
ଉଚ୍ଚାରଣ: Kathāmukha
ସଂ. ବି. (୬: ଷ୍ଠୀ ତତ୍; କଥା+ମୁଖ) —
୧: କଥାରମ୍ଭ — ୧. The beginning of a tale.
୨: ଗ୍ରନ୍ଥର ଅବତରଣିକା; ମୁଖବନ୍ଧ — ୨. Introduction to a book.
୩: ନାଟକର ପ୍ରସ୍ତାବନା —୩. Prologue.