କଥାରମ୍ଭ
ଦେଖଣା
କଥାରମ୍ଭ —
ଉଚ୍ଚାରଣ: Kathārambha
ସଂ. ବି. (୬: ଷ୍ଠୀ ତତ୍; କଥା+ଆରମ୍ଭ) —
୧: ଗଳ୍ପର ଆରମ୍ଭ — ୧. Begining of a story.
୨: ପ୍ରସଙ୍ଗର ସୂନ୍ତ୍ରପାତ — ୨. Introduction of a subject.
କଥାରମ୍ଭ —
ଉଚ୍ଚାରଣ: Kathārambha
ସଂ. ବି. (୬: ଷ୍ଠୀ ତତ୍; କଥା+ଆରମ୍ଭ) —
୧: ଗଳ୍ପର ଆରମ୍ଭ — ୧. Begining of a story.
୨: ପ୍ରସଙ୍ଗର ସୂନ୍ତ୍ରପାତ — ୨. Introduction of a subject.