Jump to content

କଥାରୁ ବଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାରୁ ବଳିବା
ଉଚ୍ଚାରଣ: Kathāru baḻibā
কথাথেকে বাহির হওয়া बातसे बाहर होना

ଦେ. କ୍ରି. —

୧: କ୍ଷମତାରୁ ବହିର୍ଭୁତ ହେବା — ୧. To be beyond one's power or control.

୨: ଆଦେଶ ବା ଅନୁରୋଧ ଲଂଘନ କରିବା ବା ନ ମାନିବା — ୨. To disobey or transgress one's order or advice.