କଥାରେ ଜିଣିବା
ଦେଖଣା
କଥାରେ ଜିଣିବା —
ଉଚ୍ଚାରଣ: Kathāre jiṇibā
কথায় জিনা
बातमे जितना
ଦେ. କ୍ରି. —
ଯୁକ୍ତ ବା ତର୍କରେ ପରାସ୍ତ କରିବା; ଯୁକ୍ତିରେ ଜୟୀ ହେବା — To vanquish by reasoning or argument; to foil or overpower by argument; to win in a wordy duel.