Jump to content

କଥାରେ ଥିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାରେ ଥିବା
ଉଚ୍ଚାରଣ: Kathāre thibā
কথায় থাকা बातमे रहना; बातमें होना

ଦେ. କ୍ରି. —

୧: କୌଣସି ବ୍ୟକ୍ତିର ଆଦେଶ ବା ଉପଦେଶ ଅନୂସାରେ କାର୍ଯ୍ୟ କରିବା — ୧. To act according to one's order or advice.

୨: କୌଣସି ବ୍ୟକ୍ତିର ବଶବର୍ତ୍ତୀ ହେବା — ୨. To be subservient to another.