କଥାରେ ବହକିବା
ଦେଖଣା
କଥାରେ ବହକିବା —
ଉଚ୍ଚାରଣ: Kathāre bahakibā
ଦେ. କ୍ରି. —
୧: ମାନନୀୟ ବା ଭଦ୍ରବ୍ୟକ୍ତିଙ୍କ ସଙ୍ଗେ ବେଆଡ଼ା କରି କଥା କହିବା; ଅଭଦ୍ରୋ— ଚିତ କଥା କହିବା; — ୧. To talk irreverently or beyond the bounds of decency.
୨: ଅଭଦ୍ରୋଚିତ ବା ଅନୁଚିତ ବ୍ୟବହାର କରିବା — ୨. To deal improperly or indecently; to mete out improper treatment.