Jump to content

କଥାର ସନ୍ଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାର ସନ୍ଧି
ଉଚ୍ଚାରଣ: Kathāra sandhi

ଦେ. ବି —

୧: କଥା କହିବାର ଚାତୁରୀ ବା ଢଙ୍ଗ — ୧. A clever mode of expression.

କଥାର ସନ୍ଧି, କୁଆ ଧାନ ଖାଏ ବୋହୁକୁ ବାନ୍ଧି—ଢଗ

୨: କୌଣସି ବିଷୟରେ ରହସ୍ୟ ବା ମର୍ମ — ୨. The secret of any matter.

୩: ଅବୋଧ୍ୟ ବାକ୍ୟ — ୩. Incomprehensible words.