Jump to content

କଥାସଚିବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥାସଚିବ
ଉଚ୍ଚାରଣ: Kathāsachiba

ସଂ. ବି. (୭: ମୀ ତତ୍; କଥା+ସଚିବ) —

ଓକିଲ; ବାରିଷ୍ଟର; ବିଚାରାଳୟରେ ପକ୍ଷସମର୍ଥକ ବ୍ୟକ୍ତି — Counsel; barrister; pleader.