କଥାସରିତସାଗର
ଦେଖଣା
କଥାସରିତସାଗର —
ଉଚ୍ଚାରଣ: Kathāsarits&/?/gara
ସଂ. ବି (ନାମ) —
ସଂସ୍କୃତ ଗ୍ରନ୍ଥବିଶେଷ; କାଶ୍ମୀ— ରାଧିପତି ଶ୍ରୀହର୍ଷଙ୍କ ଅନୁରୋଧ ଅନୁସାରେ ତାଙ୍କ ମହିଷୀଙ୍କ ଚିତ୍ତବିନୋଦନାର୍ଥ ସୋମଦେବ ଭଟ୍ଟ କବିଙ୍କଦ୍ବାରା ରଚିତ ସଂସ୍କୃତି ଗଳ୍ପ ବା ଉପାଖ୍ୟାନ ପୁସ୍ତକ — The title of a work of fiction or stories composed by Somadeba Bhaṭṭa at the instance of Ṡrīharsha, king of Kāṡmīra.
[ ଦ୍ର—ମୂଳଗ୍ରନ୍ଥ ନାମ 'ବୃହତ୍ କଥା' ଏହା ପୈଶାଚୀ ଭାଷାରେ ଲିଖିତ ଏଥିରୁ ସାରସଂଗ୍ରହ କରି ସୋମଦେବ ଭଟ୍ଟ ଏ ଗ୍ରନ୍ଥକୁ ରଚନା କରିଥିଲେ]