କଥାସରିବା
ଦେଖଣା
କଥାସରିବା —
ଉଚ୍ଚାରଣ: Kathāsaribā
ଦେ. ବି —
୧: କଥିତ ଗଳ୍ପର ସମାପ୍ତି ହେବା — ୧. The conclusion of a story.
ମୋ କଥାଟି ସରିଲା, ଫୁଲ ଗଛଟି ମଲା—କାହାଣୀ
୨: ସର୍ବନାଶ ଘଟିବା — ୨. Happening of ruin.
(ଯଥା— ମାମଲା ମକଦ୍ଦମାରେ ମୋ କଥା ସରିଲା)