Jump to content

କଥା ଆଣିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥା ଆଣିବା
ଉଚ୍ଚାରଣ: Kathā āṇibā
কঘালওয়া बातकाना

ଦେ. କ୍ରି —

୧: ଅନ୍ୟ ବ୍ୟକ୍ତିଠାରୁ ଗୁପ୍ତ ରହସ୍ୟ ଓ ତଥ୍ୟ ସଂଗ୍ରହ କରିବା; କୌଶଳକ୍ରମେ ଅନ୍ୟଠାରୁ ଗୁପ୍ତ ବିଷୟ ସଂଗ୍ରହ କରିବା — ୧. To gather secrets or true facts from others.

୨: ଏକ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତି ନିକଟକୁ ସଂବାଦ ଆଣିବା — ୨. To carry news or message from one person to another.

୩: କୌଣସି ବ୍ୟକ୍ତି ଠାରୁ ନିର୍ଭର ବା ସ୍ଥିର ଜବାବ ଆଣିବା — ୩. To enact a confession or sure promise from a person.