କଥା ଉଠାଇବା
ଦେଖଣା
କଥା ଉଠାଇବା —
ଉଚ୍ଚାରଣ: Kathā uṭhāibā
কথাওঠান
ଦେ. କ୍ରି —
୧: ପ୍ରସ୍ତାବ କରିବା — ୧. To propose
୨: ଦୋଷ ପ୍ରଚାର କରିବା — ୨. To spread ill of somthing.
୩: କୌଣସି ଗୋଟିଏ ବିଷୟ ପ୍ରକାଶ ଓ ବ୍ୟାପ୍ତ କରିବା — ୩. To give out a matter and spread it.