Jump to content

କଥା ଉଠିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥା ଉଠିବା
ଉଚ୍ଚାରଣ: Kathā uṭhibā

(କଥା ଉଠାଇବା—ଣିଜନ୍ତ)

কথা উঠা

ଦେ. ବି. —

୧: ପ୍ରସ୍ତାବିତ ହେବା — ୧. Being proposed.

୨: (କୌଣସି ସମ୍ବାଦ) ପ୍ରଚାରିତ ହେବା —୨. (any news) being current.