କଥା ଉପରେ କଥା କହିବା
ଦେଖଣା
କଥା ଉପରେ କଥା କହିବା —
ଉଚ୍ଚାରଣ: Kathā upare Kathā Kahibā
ଦେ. କ୍ରି. —
୧: ଜଣକର ବାକ୍ୟ ଶେଷ ନ ହେଉଣୁଁ କଥା କହିବା — ୨. To speak before another person finishes speaking.
୨: ଅବାଧ୍ୟ ଭାବରେ ଗୁରୁଜନ ମାନଙ୍କୁ ଉତ୍ତର ଦେବା — ୨. To give insubordinate replies or retorts to one's elders.