କଥା କହିବା
ଦେଖଣା
କଥା କହିବା —
ଉଚ୍ଚାରଣ: Kathā kahibā
কথাকহা
बात करना; बातचित करना
ଦେ. କ୍ରି. —
୧: ଗଳ୍ପ କରିବା — ୧. To talk
୨: ଉପାଖ୍ୟାନାଦି କହିବା — ୨. To narrate a fable or folk-tale.
୩: ବାକ୍ୟ ଉଚ୍ଚାରଣ କରିବା — ୩. To utter words; to speak.
୪: ମୁହଁ ଫିଟାଇବା —୪. To open one's mouth.