କଥା ଦେହରେ ନ ଯିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥା ଦେହରେ ନ ଯିବା
ଉଚ୍ଚାରଣ: Kathā dehare na j̄ibā

ଦେ. ବି —

୧: ଜଣକର ବାକ୍ୟ ଅନ୍ୟର ଅସହ୍ୟ ହେବା —୧. A person's words to be unbearable to another.

୨: ଜଣକର ଉନ୍ନତି ବା ବିଭବ ଦେଖି ଅନ୍ୟ ବ୍ୟକ୍ତିର ପରଶ୍ରୀକାତରତା ଜାତ ହେବା —୨. Becoming envious at another's prosperity.