କଥା ଧରି ବସିବା
ଦେଖଣା
କଥା ଧରି ବସିବା —
ଉଚ୍ଚାରଣ: Kathā dhari basibā
ଦେ. କ୍ରି —
୧: କଥା ଧରିବା (ଦେଖ) — ୧. Kathā dharibā (See)
୨: କୌଣସି ଘଟନା ବା ବିଷୟରେ ଜାତ ହୋଇଥିବା ଭାବକୁ ବହୁକାଳ ମନରେ ରଖିବା —୨. To keep in mind the impression of something and to be affected thereby.
୩: ଜିଗର ଧରି ବସିବା —୩. To be obstinate (in something).