କଥା ପକାଇବା
ଦେଖଣା
କଥା ପକାଇବା —
ଉଚ୍ଚାରଣ: Kathā pakāibā
কথাফেলা
बातपालना
ଦେ. କ୍ରି —
୧: କୌଣସି ବିଷୟର ଆଲୋଚନା ଉତ୍ଥାପନ କରିବା —୧. To introduce a discussion on something.
୨: ଆଲୋଚନା ନିମନ୍ତେ କୌଣସି ବିଷୟ ଉପସ୍ଥାପିତ କରିବା —୨. To put forth (something) for discussion.