Jump to content

କଥା ବଳେଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥା ବଳେଇବା
ଉଚ୍ଚାରଣ: Kathā baḻeibāa
কথাবিগড়া बातविगडना

ଦେ. ବି —

୧: (କୌଣସି ବିଷୟ) ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରିବା —୧. (matters) Going or proceeding too far.

୨: ବିପନ୍ନ ଅବସ୍ଥା ଘଟିବା — ୨. (condition) Becoming desperate or critical.

୩: କ୍ଷମତାକୁ ଅତିକ୍ରମ କରିବା ଅବସ୍ଥା — ୩. The state of being beyond one's power or control.