କଥା ବାହାରକରିବା
ଦେଖଣା
କଥା ବାହାରକରିବା —
ଉଚ୍ଚାରଣ: Kathā bāhārakaribā
কথা বাহিরকরা
वात निकालना
ଦେ. କ୍ରି —
୧: ଅନ୍ୟ ବ୍ୟକ୍ତିଠାରୁ ଗୁଋOତ ବିଷୟ ପ୍ରକାଶ କରାଇବା — ୧. To bring out a secret from a person.
୨: କୌଣସି ନୂତନ ପ୍ରସ୍ତାବ ଉପସ୍ଥାପିତ କରିବା — ୨. To bring out a new proposal.