Jump to content

କଥା ମିଳିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥା ମିଳିବା
ଉଚ୍ଚାରଣ: Kathā miḻibā
কথা মিলা बात मिलना

ଦେ. ବି. (ସଂ. କଥା+ମିଳ ଧାତୁ) —

୧: (କୌଣସି ବିଷୟର) ତଥ୍ୟ ବା ଠିକ୍ ସମ୍ବାଦ ମିଳିବା —୧. Ascertainment of true facts or state of affairs.

୨: ମତର ସାମଞ୍ଜସ୍ୟ ହେବା —୨. Agreement between the opinion or plans of different persons.

୩: ଜଣକ ବର୍ଣିତ କଥାସଙ୍ଗେ ଅନ୍ୟ ବ୍ୟକ୍ତିର କଥାର ମେଳ ବା ସାମଞ୍ଜସ୍ୟ ହେବା —୩. Tallying of the stories given by different persons.

୪: ଜଣକର ମନୋଗତ ଭାବ ସ୍ଥିରରୁପେ ବୁଝାୟିବା — ୪. Ascertainment of a person's wish.