Jump to content

କଥା ରହିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥା ରହିବା
ଉଚ୍ଚାରଣ: Kathā rahibā
কথাথেকে ষাওয়া;

কথা থাকা बात रहना

ଦେ. ବି —

୧: (କୌଣସି ବ୍ୟକ୍ତିର) ଉପଦେଶ ବା ଅନୁରୋଧ ପାଳିତ ହେବା —୧. One's advice or directions being followed.

୨: ଭବିଷ୍ୟତକୁ ସୁନାମ ବା ଦର୍ନାମ ରହିବା — ୨. Notoriety or good name being published.

(ଯଥା—କଥା ରହିଗଲା କାଳକାଳକୁ)

୩: ଭବିଷ୍ୟତକୁ ୟଶ ରହିବା; ଚିରକାଳକୁ କୀର୍ତ୍ତି ରହିବା — ୩. (one's actions) Being commemorated.

୪: ଭବିଷ୍ୟତକୁ ଅୟଶ ରହିବା —୪. Bad name surviving a person.

୫: ଦୁଇ ଜଣଙ୍କ ମଧ୍ୟରେ ଜବାବ ସ୍ଥିର ହେବା — ୫. Completion of an agreement between two persons.