କଥା ଶୁଣିବା
ଦେଖଣା
କଥା ଶୁଣିବା —
ଉଚ୍ଚାରଣ: Kathā ṡuṇibā
কথাসোনা
बात शूनना
ଦେ. କ୍ରି —
୧: ବାକ୍ୟକୁ କାନରେ ଶୁଣିବା — ୧. To hear one's words.
୨: ପ୍ରଶ୍ନ ବା ବାକ୍ୟକୁ ଶୁଣି ତହିଁରେ ଅର୍ଥ ବୁଝି ପାରିବା — ୨. To understand words spoken to one; to respond to a call.
୩: ଆଦେଶ ବା ଉପଦେଶକୁ ସାଦରେ ଗ୍ରହଣ କରିବା ବା ମାନିବା — ୩. To obey or respect one's orders or request.
୪: ଅନ୍ୟର ଉପଦେଶ ପ୍ରତି ମନୟୋଗୀ ହେବା — ୪. To attend to another's advice.