Jump to content

କଥିତ ଭାଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥିତ ଭାଷା
ଉଚ୍ଚାରଣ: Kathitabhashā

ମୃତ ଭାଷା, ଲିଖିତ ଭାଷାବିପରୀତ

ଦେ. ବି. —

୧: ଜୀବିତ ଭାଷା; ମାତୃଭାଷା; ଚଳୁଥିବା ଭାଷା —୧. Living language; a vernacular.

୨: ଯେଉଁ ଭାଷାରେ ଲୋକେ ସାଧାରଣତଃ କଥାବାର୍ତ୍ତା କରନ୍ତି — ୨. Spoken language.