Jump to content

କଥୁଁକଥା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥୁଁକଥା
ଉଚ୍ଚାରଣ: Kathuñkathā

ଗ୍ରା. ବି. —

୧: କଥାପ୍ରସଙ୍ଗ — ୧. Discourse; course of conversion; topic of conversation.

୨: ଉଲ୍ଲେଖୟୋଗ୍ୟ ବିଷୟ — ୨. Anything worth mentioning.

୩: କଥଂକଥା (ଦେଖ) ୩. Kathaṁkathā (See)