Jump to content

କଥୁଁ କଥା ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥୁଁ କଥା ହେବା
ଉଚ୍ଚାରଣ: Kathuñkathā hebā

ଗ୍ରା. କ୍ରି —

୧: କଥାବାର୍ତ୍ତା ହେବା — ୧. To talk or converse.

୨: ସାଧାରଣଭାବରେ କଥାବାର୍ତ୍ତା ହେବା — ୨. To have a general talk or discourse.