Jump to content

କଥୋଦ୍ଘାତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଥୋଦ୍ଘାତ
ଉଚ୍ଚାରଣ: Kathodghāta

ସଂ. ବି. (କଥା+ଉଦ୍ଘାତ) —

ନାଟକର ପ୍ରସ୍ତାବନା ବିଶେଷ —A kind of prologue.

[ ଦ୍ର—ଯେଉଁ ସ୍ଥାନରେ ସୁତ୍ରଧାରରେ କଥା ଶୁଣି ଅଥବା ତଦୁକ୍ତ ବାକ୍ୟରେ ମର୍ମ ଗ୍ରହଣ କରି ପାନ୍ତ୍ର ପ୍ରବିଷ୍ଟ ହୁଏ ସେଠାରେ କଥୋଦ୍— ଘାତ ନାମକ ପ୍ରସ୍ତାବନା ହୁଏ ଯଥା—ପୁନ୍ତ୍ରଧାର—ଜଗଦୀଶ୍ବର ଅନୁକୂଳ ହେଲେ ଦୀପାନ୍ତରରୁ କିମ୍ବା ସାଗର ମଧ୍ୟରୁ ମଧ୍ୟ ଅଭିମତ ବସ୍ତୁ ଅଣାଇ ପ୍ରଦାନ କରନ୍ତି—ରତ୍ନାବଳୀ]