ଶବ୍ଦାର୍ଥ:
କଦକ — ଉଚ୍ଚାରଣ: Kadaka
ସଂ. ବି. (କଦ=ମେଘ+କ; ଯେ ମେଘ ପରି ଛାୟା ଦିଏ) —
ବିଦାନ; ଚାନ୍ଦୁଆ —Awning; canopy.