କଦକ୍ଷର
ଦେଖଣା
କଦକ୍ଷର —
ଉଚ୍ଚାରଣ: Kadakshara
ସଂ. ବି. (କର୍ମଧା; କୁ+ଅକ୍ଷର; କୁ ସ୍ଥାନରେ କତ୍ ଆଦେଶ) —
କୁତ୍ସିତ ଅକ୍ଷର ବା ଲେଖା —Bad writing; clumsy writing.
(କଦାକ୍ଷରା—ସ୍ତ୍ରୀ)
ସଂ. ବିଣ. ପୂଂ. (ବହୁବ୍ରୀହି) —
ୟାହାର ହସ୍ତାକ୍ଷର କଦର୍ୟ୍ୟ — One who writes a bad or clumsy hand.