Jump to content

କଦବଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦବଦ
ଉଚ୍ଚାରଣ: Kadabada
হায়রানী हैरानी

ଦେ. ବି. (ସଂ. କଦ୍ ଧାତୁ=ବ୍ୟାକୁଳ ହେବା ସଂ. କବ୍ବଦ) —

୧: କଳେଇବଳେଇ; ୟନ୍ତ୍ରଣା; ଅତିଶୟ କ୍ଳେଶ — ୧. Trouble; harassment; affliction; suffering.

୨: ବେଦନା —୨. Pangs.

হৈরান, হায়রান हरान

ଦେ. ବିଣ —

ବେଦନାପ୍ରାପ୍ତ; କ୍ଳିଷ୍ଟ; କଲବଲ — Afflicted; harassed; troubled.