କଦଭ୍ୟାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଦଭ୍ୟାସ
ଉଚ୍ଚାରଣ: Kadabhyāsa

ସଂ. ବି. (କର୍ମଧା; କୁ+ଅଭ୍ୟାସ; କୁ ସ୍ଥାନରେ କତ୍ ଆଦେଶ) —

ମନ୍ଦ ଅଭ୍ୟାସ — Bad habit.