କଦମରସୁଲ୍
ଦେଖଣା
କଦମରସୁଲ୍ —
ଉଚ୍ଚାରଣ: Kadamarasul
কদমরসুল
कदमरसुल
ବୈଦେ. ବି. (ଆ. ରସୁଲ୍=ପରମେଶ୍ବର+କଦିମ= ପଦଚିହ୍ନ— ମହାପୂରୂଷ ମହମ୍ମଦଙ୍କ ପଦଚିହ୍ନ ଯେଉଁଠାରେ ପୂଜିତ ହୁଏ) —
କଟକରେ ଥିବା ମୂଷଲମାନମାନଙ୍କ ଉପାସନା ମନ୍ଦିର — A Mahomedan temple of workship in the town of Cuttack.
[ଦ୍ର—ଓଡ଼ିଶାର ସୁବାଦାର ସୁଜାଉଦ୍ଦିନ୍ ହିନ୍ଦୁ—ମୁଷଲମାନଙ୍କର ପରସ୍ପର ବିଦ୍ବେଷଭାବ ଦୂର କରିବା ମାନସ୍ତରେ ଟକରେ ଏହି ମନ୍ଦିର ନିର୍ମାଣ କରାଇଥିଲେ ସେ ସମୟରେ ହିନ୍ଦୂ ଓ ମୂଷଲମାନ ଉଭଯେ ସେଠାରେ ଉପସାନ କରୁଥିଲେ କୃପାସିନ୍ଧୂ. ଇତିହାସ]